ଅନୁଭବ-ବର୍ଷା ବିବାଦ ମାମଲା: ସୁପ୍ରିମକୋର୍ଟ ଦେଲେ ଏଭଳି ପରାମର୍ଶ

ଅନୁଭବ-ବର୍ଷା ବିବାଦ ମାମଲା: ସୁପ୍ରିମକୋର୍ଟ ଦେଲେ ଏଭଳି ପରାମର୍ଶ

ସୁପ୍ରିମକୋର୍ଟରେ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାଦ ମାମଲାର ଶୁଣାଣି ହୋଇଛି । ଅନୁଭବ ମହାନ୍ତି କରିଥିବା ଛାତପତ୍ର ମାମଲାକୁ କଟକ ଟ୍ରାନ୍ସଫର କରିବା ନେଇ ବର୍ଷାଙ୍କ ପିଟିସନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

ପଟିଆଲା ହାଉସକୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡପତ୍ର ମାମଲା ଉପରେ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଉଭୟ ପକ୍ଷଙ୍କୁ ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି ।

ଏଥିପାଇଁ ଉଭୟ ପକ୍ଷ ଓକିଲଙ୍କୁ ନୋଟିସ୍ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ।