ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 10 ସଂକେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ?

ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 10 ସଂକେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ?
ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 10 ସଂକେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ?

ନମସ୍କାର ବନ୍ଧୁଗଣ ଧନ ର କେତେ ମହତ୍ତ୍ୱ ଅଛି ଏହା କାହାକୁ ଅଛପା ନାହିଁ । ଧନ ର ଅଭାବ ଯୋଗୁଁ କେହି ବି ଖୁସି ରେ ରହି ପାରନ୍ତି ନାହିଁ । ଏହାର ଅର୍ଥ ହେଉଛି ଧନ ହିଁ ଜୀଵନ ତା ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ଅଟେ । କିନ୍ତୁ ଏହା ମଧ୍ୟ ସତ କି ଧନ ଦ୍ୱାରା ଆମେ କେବେବି ଖୁସି ଏବଂ ସମ୍ପର୍କ କୁ କିଣି ପାରିବା ନାହିଁ । କିନ୍ତୁ ଜୀଵନ ରେ ବଞ୍ଚିବା ପାଇଁ ଏବଂ ଚଳିବା ପାଇଁ ଧନ ର ଆବଶ୍ୟକତା ପଡ଼ିଥାଏ । ଏବଂ ଲୋକମାନେ ଧନ କୁ ପ୍ରାପ୍ତ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଧନ ର କାମନା କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି । ଏବଂ ଏକ ସୁଖବାନ ଜୀଵନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ । ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହା ପାଖରେ ପଇସା ଥାଏ ତାର ହାତ ମୁଠାରେ ପୁରା ଦୁନିଆ ରୁହେ । ଏବଂ ଯାହା ପାଖରେ ଧନ ନ ଥାଏ । ତାକୁ କେହି ବି ପଚାରି ନ ଥାନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମାଆ ଲକ୍ଷ୍ମୀ ଙ୍କର ଆରାଧନା କରିଥାଏ । 

ତାଙ୍କୁ ପ୍ରସନ୍ନ କରି ଧନ ପ୍ରାପ୍ତି କରିବା ପାଇଁ କାମନା ରଖିଥାନ୍ତି । ମାଆ ଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପ୍ରସନ୍ନ ହୁଅନ୍ତି ନାହିଁ । ମାଆ ଲକ୍ଷ୍ମୀ ଙ୍କୁ ଖୁସି କରେଇବା ଅତି କଠିନ କାମ ଅଟେ । କିନ୍ତୁ ମାଆ ଲକ୍ଷ୍ମୀ ଯାହା ଉପରେ ଖୁସି ହୋଇ ଯାଆନ୍ତି । ତାକୁ ସବୁ ସୁଖ ସୁବିଧା ର ଆଶୀର୍ବାଦ ଦେଇଥାନ୍ତି । ଏବଂ ତାଙ୍କ କୃପା ସର୍ଵଦା ତାଙ୍କ ସହ ରହିଥାଏ । ଏବଂ ସେ ଭକ୍ତି ରେ ଖୁସି ହୋଇ ଆମ ଘରେ ଆସି ରୁହନ୍ତି ମଧ୍ୟ । ତେବେ ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି କିଛି ସଙ୍କେତ । ଆଜି ଆମେ ସେହି ସଙ୍କେତ ବିଷୟରେ ହିଁ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ କେଉଁ ସଙ୍କେତ ଦେଇଥାନ୍ତି ।

 

୧- ପ୍ରଥମ ସଙ୍କେତ ହେଉଛି କୌଣସି ଶୁଭ ଦିନରେ ଯଦି ଆପଣଙ୍କ ଘରେ ଟଙ୍କା ପଇସା ଆସେ ତେବେ ଏହା ବହୁତ ଶୁଭ ଅଟେ ମାତା ଲକ୍ଷ୍ମୀ ଆପଣଙ୍କ ଠାରେ ବହୁତ ଖୁସି ଅଛନ୍ତି ଏବଂ ଆଗକୁ ମଧ୍ୟ ଆହୁରି ଧନର ବୃଦ୍ଧି ହେବ ।

୨- ଦ୍ଵିତୀୟ ରେ ହେଉଛି ଯଦି ଆପଣ ସକାଳୁ ଉଠି କୌଣସି ଶଙ୍ଖ ଏବଂ ମନ୍ଦିର ର ଘଣ୍ଟି ଏବଂ କିଛି ଭଜନ ଶୁଣିଥାନ୍ତି ତେବେ ମଧ୍ୟ ଏହା ବହୁତ ଶୁଭ ଅଟେ ।

୩-ତୃତୀୟ ରେ ହେଉଛି ଯଦି ଆପଣ ନିଜ ଘରେ ଝୀଂଟିକା ଦେଖନ୍ତି କିମ୍ବା ତାର ଆବାଜ ଶୁଣନ୍ତି ତେବେ ଏହା ଆପଣଂକ ଖରାପ ଦିନ ସମାପ୍ତି ର ସୂଚନା ଦେଇଥାଏ ।

୪- ଚତୁର୍ଥ ରେ ହେଉଛି ଯଦି ଆପଣ ନିଜ ଘରେ କଇଁଛ ରଖନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ ଏବଂ ଧନ ର ବୃଦ୍ଧି ମଧ୍ୟ ହୋଇଥାଏ ।

୫- ପଞ୍ଚମରେ ହେଉଛି ଯଦି ଆପଣଙ୍କ ହାତ କୁଣ୍ଡାଇ ହୋଇଥାଏ ତେବେ ଏହା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଏବଂ ଧନ ଆସିବାର ସଙ୍କେତ ମଧ୍ୟ ।

୬- ଷଷ୍ଠ ରେ ହେଉଛି ଯଦି ଆପଣ ବର୍ଷା ରେ ଭିଜୁଥିବା ସମୟରେ ସୂର୍ଯ୍ୟ ର ଚମକ ଦେଖିଥାନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି ।

୭- ସପ୍ତମ ରେ ହେଉଛି ଯଦି ଆପଣ ବର୍ଷା ପରେ ବେଙ୍ଗ ର ଶବ୍ଦ ଶୁଣନ୍ତି ତେବେ ଏହା ମଧ୍ୟ ବହୁତ ଶୁଭ ହୋଇଥାଏ ।

୮- ଅଷ୍ଟମ ରେ ହେଉଛି ଯଦି ଆପଣଙ୍କ ଘରକୁ କୌଣସି କୁକୁର ଆସେ ତେବେ ଏହା ଭବିଷ୍ୟତ ରେ ଟଙ୍କା ଆସିବାର ସଙ୍କେତ ।

୯- ନବମ ରେ ହେଉଛି ଭାଙ୍ଗିଥିବା ତାରା ଦେଖିବା । ଏହା ପୁରା ବିଶ୍ଵ ମାନେ କି ଭାଙ୍ଗିଥିବା ତାରା ଦେଖିଲେ ଶୁଭ ହୋଇଥାଏ ଏବଂ ମନସ୍କାମନା ପୁରଣ ମଧ୍ୟ ହୋଇଥାଏ ।

୧୦- ଦଶମ ରେ ହେଉଛି ଯଦି ଆପଣଙ୍କ ଉପରେ ଚଢ଼େଇ ଆସି ମଳ ତ୍ୟାଗ କରିଦେଇଥାଏ ତେବେ ଏହା ଅତ୍ୟନ୍ତ ଶୁଭ ଅଟେ ।