ପ୍ରମୁଖ ଖବର ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ|| ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୬୪୯ କୋଭିଡ୍ ପଜିଟିଭ୍|| ମ୍ୟାଡ୍ ମୁଲ୍ ବାର୍ ସିଲ୍ : କରୋନା କଟକଣାକୁ ବେଖାତିର କରି ଚାଲିଥିଲା ବେପାର|| ସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ରକ୍ତ ଜୁଡୁବୁଡୁ ଭିଡିଓ|| ଅବପାତରେ ରୂପ ନେବ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା|| ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ, ପରିବାରକୁ ଆସୁଛି ଭଏସ୍‌ ମେସେଜ୍‌

ଭୁବନେଶ୍ୱର ୧୨।୦୯: ରାଜଧାନୀରେ ଚାଞ୍ଚଲ୍ୟ। ଧଉଳି ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ। ଯୁବକଙ୍କ ପରିବାରକୁ ଭଏସ୍ ମେସେଜ୍‌ରେ ସୂଚନା ଦେଲେ ଡେଲିଭରୀ ବଏ। ଘଟଣା ସମ୍ପର୍କରେ ଖବର ପାଇ ତନାଘନା ଆରମ୍ଭ କରିଛି ଧଉଳି ପୋଲିସ।

ଖବର ଅନୁଯାୟୀ, ଧଉଳି ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି । ଜଣେ ଡେଲିଭରୀ ବଏ ଯୁବକଙ୍କ ପରିବାରକୁ ଭଏସ୍ ମେସେଜ୍‌ରେ ଏନେଇ ସୂଚନା ଦେଇଛନ୍ତି।  ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୟାନଦୀ ରାସ୍ତାରେ ଅପହୃତ ଯୁବକଙ୍କ ଗଞ୍ଜି, ବ୍ୟାଗ୍ ଓ ଚପଲ ମାଟିରେ ଅଧା ପୋତା ହୋଇ ରହିଥିବା ଛୁରୀ ଜବତ କରିଛି ପୋଲିସ । ଅପର ପକ୍ଷରେ ଭଏସ୍ ମେସେଜ୍ ପଠାଇଥିବା ଡେଲିଭରୀ ବଏଙ୍କ ପତ୍ତା ମିଳିନାହିଁ।

ତେବେ କିଏ ଓ କାହିଁକି ଅପହରଣ କରିଛି । ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଯଦି ଅପହରଣ କରାଯାଇଛି , ତାହା ପଛର ଉଦ୍ଦେଶ୍ୟ କଣ । ଏପରି ଅନେକ ପ୍ରଶ୍ନର ଖିଅ ଖୋଜୁଛି ପୋଲିସ ।