Friday, May 9, 2025
38.3 C
Odisha

    ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଯାଜପୁର: ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ । ଚଣ୍ଡିଖୋଲ ସଭାରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ ମୁଖ୍ଯମନ୍ତ୍ରୀ । ନବୀନ କହିଛନ୍ତି, କଳିଙ୍ଗନଗରକୁ ଶିଳ୍ପର ହବ କରିବାକୁ ୯୦ ଦଶକରେ ଚିନ୍ତା କରିଥିଲେ ବିଜୁ ବାବୁ । ତାଙ୍କର ସ୍ବପ୍ନ ଆଜି ସାକାର ହୋଇଛି । ଆଜି ଶିଳ୍ପାୟନର ପ୍ରମୁଖ କେନ୍ଦ୍ରରେ ରୂପାନ୍ତରିତ ହୋଇଛି କଳିଙ୍ଗନଗର । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ