ସରିଲା କ୍ୟାବିନେଟ ବୈଠକ; ଇ-ଯାନ ପଲିସିକୁ ଗ୍ରୀନ ସିଗନାଲ

ସରିଲା କ୍ୟାବିନେଟ ବୈଠକ; ଇ-ଯାନ ପଲିସିକୁ ଗ୍ରୀନ ସିଗନାଲ

ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ୧୪ ଟି ପ୍ରସ୍ତାବରେ ବାଜିଲା ମୋହର । କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା   ।

ରାଜ୍ୟରେ ଇ-ଯାନ ନୀତିକୁ କ୍ୟାବିନେଟର ମଞ୍ଜୁରୀ । ମୋଟ ୧୪ ଟି ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଦେଇଛନ୍ତି । ଇ-ଯାନ ପଲିସିକୁ କ୍ୟାବିନେଟ ଗ୍ରୀନ ସିଗନାଲ । E-vehicles କିଣିଲେ ମିଳିବ ରିହାତି । ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ବ୍ୟାଟରୀ ଚାଳିତ ଯାନ ଗଡିବା ଉପରେ ଫୋକସ  ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ  ।