ରାଜ୍ୟରେ କମିବାରେ ଲାଗିଛି ‘କରୋନା’ର ପ୍ରକୋପ: ଆଜି ଚିହ୍ନଟ ହେଲେ ମାତ୍ର ୩୪୯...

ରାଜ୍ୟରେ କମିବାରେ ଲାଗିଛି ‘କରୋନା’ର ପ୍ରକୋପ: ଆଜି ଚିହ୍ନଟ ହେଲେ ମାତ୍ର ୩୪୯...

ରାଜ୍ୟରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୪୯ଜଣ । ୧୯୮ଜଣ କରୋନା ସଂକ୍ରମିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୫୧ଜଣ ଲୋକାଲ୍‌ କେସ୍‌ ଭାବରେ ଚିହ୍ନଟ ହୋଇଛନ୍ତି । ଏ ବାବଦରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୩,୨୧,୯୧୩ ରେ । ଏମାନଙ୍କ ଭିତରୁ ୩,୧୬,୪୪୭ଜଣ ଆରୋଗ୍ୟ ଲାଭ କରି ଗୃହକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି । ଏଥିସହିତ ରାଜ୍ୟରେ ୩,୬୨୯ କରୋନା ସଂକ୍ରମିତ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ପାଠକବନ୍ଧୁ ! ନିମ୍ନରେ ଜାଣିନିଅନ୍ତୁ କେଉଁ ଜିଲ୍ଲାରୁ ଆଜି କେତେ ଚିହ୍ନଟ ହୋଇଛନ୍ତି...

I & PR Department, Odisha

@IPR_Odisha

Covid-19 Report For 7th December

New Positives Case: 349

In quarantine: 198

Local contacts: 151 (Details of local contacts will be shared by concerned District Administration)

District Wise Cases:

1. Angul: 26

2. Balasore: 23

3. Bargarh: 19

4. Bhadrak: 5

5. Balangir: 6

6. Boudh: 4

7. Cuttack: 22

8. Deogarh: 2

9. Dhenkanal: 1

10. Ganjam: 4

11. Jagatsinghpur: 5

12. Jajpur: 8

13. Jharsuguda: 18

14. Kalahandi: 19

15. Kendrapada: 5

16. Keonjhar: 7

17. Khurda: 44

18. Koraput: 1

19. Malkangiri: 3

20. Mayurbhanj: 18

21. Nawarangpur: 3

22. Nayagarh: 1

23. Nuapada: 10

24. Puri: 22

25. Rayagada: 1

26. Sambalpur: 14

27. Sonepur: 2

28. Sundargarh: 46

29. State Pool: 10

New recoveries: 607

Cumulative tested: 6213174

Positive: 321913

Recovered: 316447

Active cases: 3629