ଶେଷରେ ଆର୍ଯ୍ୟନଙ୍କୁ ମିଳିଲା ଜାମିନ

ଶେଷରେ ଆର୍ଯ୍ୟନଙ୍କୁ ମିଳିଲା ଜାମିନ

ବାରମ୍ବାର ବେଲ ପ୍ରତ୍ୟାକ୍ଷିତ ହେଉଥିବା ଆର୍ଯ୍ୟନ ଖାନଙ୍କୁ ଶେଷରେ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ଅକ୍ଟୋବର ତିନି ତାରିଖରେ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ । ମଝି ଦରିଆରେ ଡ୍ରଗ୍ସ କ୍ରୁଜ ପାର୍ଟି ଚଲାଇଥିବା ଏବଂ ଡ୍ରଗ୍ସ ପାର୍ଟିର ମୁଖ୍ୟ କାର୍ପଟଦାର ଥିବା ଆର୍ଯ୍ୟନଙ୍କୁ ଆରେଷ୍ଟ କରିଥିଲା ନ୍ୟାସନାଲ ନାର୍କୋଟିକ୍ସ ବ୍ୟୁରୋ । ଏହି ମାମଲାରେ ଆର୍ଯ୍ୟନଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା ଏନସିବି । ଆଜି ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ତିନିଜଣଙ୍କୁ ଜାମିନ ମିଳିଛି ।