Monday, March 23, 2026
29.4 C
Odisha

    ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପରିଲକ୍ଷିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହୋଇଛି। ଅନୁଭୂତ ହୋଇଥିବା ବିଭିନ୍ନ ସ୍ଥାନରେ କୁହୁଡ଼ି ଏବଂ ଦୃଶ୍ୟମାନ ଦୂରତା ରହିଛି ଏପରି। ରାଉରକେଲାରେ ଅତି ଘନକୁହୁଡ଼ିର ଦୂରତା ଥିଲା ୪୦ ମିଟର। ଏଣେ ନୟାଗଡ଼ର ଘନ କୁହୁଡିର ଦୂରତା ୬୦ ମିଟର, ଫୁଲବାଣୀରେ ୮୦ ମିଟର, କୋରାପୁଟ ଓ କଟକରେ ୧୦୦ ମିଟର ଥିବା ଜଣାଯାଇଛି।ଏଣେ ଭୁବନେଶ୍ୱରରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଏଠାରେ କୁହୁଡ଼ିର ଦୂରତା ଥିଲା ୪୦୦ ମିଟର। ଠିକ୍ ସେହିପରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଓ ଭବାନୀପାଟଣା ରେ କୁହୁଡ଼ିର ଦୂରତା ଥିଲା ୨୦୦ ମିଟର। ଏଣେ ପାରାଦ୍ୱୀପ ଓ ସମ୍ବଲପୁରରେ ହାଲୁକା କୁହୁଡ଼ି ପରିଲକ୍ଷିତ ହୋଇଥିଲା। ଏ ଦୁଇ ସ୍ଥାନରେ କୁହୁଡ଼ିର ଦୂରତା ଯଥାକ୍ରମେ ଥିଲା ୭୦୦ ମିଟର ଓ ୯୦୦ ମିଟର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ