Monday, March 23, 2026
32.8 C
Odisha

    ଜାପାନ ହାନେଡ଼ା ବିମାନବନ୍ଦରରେ ଜଳିଗଲା ବିମାନ , ୩୭୯ ଯାତ୍ରୀ ସୁରକ୍ଷିତ

    ଆଗକୁ ପଢନ୍ତୁ

    ରନୱେରେ ଅବତରଣ ସମୟରେ ବିମାନରେ ଲାଗିଲା ନିଆଁ । ଜାପାନ ଟୋକିଓ ହନୋଦା ଏୟାରପୋର୍ଟରେ ନିଆଁଲାଗି ଏକ ବିମାନ ଜଳିଯାଇଥିବା ଦେଖିବାକୁ ମିଳିଛି । ତେବେ ବିମାନରେ ଥିବା ୩୦୦ଜଣ ଯାତ୍ରୀ ବିମାନରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବିମାନଟି ହୋକ୍କାଇଦୋରୁ ଟୋକିଓ ଅଭିମୁଖେ ଆସୁଥିଲା । ତେବେ ହନୋଦା ଏୟାରପୋର୍ଟରେ ଅବତରଣ ସମୟରେ କୋଷ୍ଟଗାର୍ଡ ଏୟାରକ୍ରାପ୍ଟ ସହ ଧକ୍କା ହୋଇଥିଲା ଏହି ବିମାନଟି । ଧକ୍କା ହେବା ପରେ ବିମାନଟିରେ ନିଆଁ ଲାଗିବା ପରେ ରନୱେ ଧୂଆଁମୟ ହୋଇଯାଇଥିଲା । ବିମାନ ମଧ୍ୟରେ ୩୦୦ରୁ ଅଧିକ ଯାତ୍ରୀ ରହିଥିଲେ, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଜରୁରୀକାଳୀନ ଦ୍ୱାର ବାଟେ ବାହାରକୁ ଆସିଥିବା ବେଳେ କୌଣସି ମୃତାହତ ଘଟିନଥିବା ଜାପାନ ଏୟାର ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.8 ° C
    32.8 °
    32.8 °
    18 %
    3.8kmh
    0 %
    Mon
    32 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ