ତୁଳସୀ ପାହାଡରେ ପୁଣି ପୁଲିସ-ମାଓବାଦୀ ଗୁଳିବିନିମୟ, ୩ ମାଓବାଦୀ ନିହତ

ତୁଳସୀ ପାହାଡରେ ପୁଣି ପୁଲିସ-ମାଓବାଦୀ ଗୁଳିବିନିମୟ, ୩ ମାଓବାଦୀ ନିହତ
ତୁଳସୀ ପାହାଡରେ ପୁଣି ପୁଲିସ-ମାଓବାଦୀ ଗୁଳିବିନିମୟ, ୩ ମାଓବାଦୀ ନିହତ

ତୁଳସୀ ପାହାଡରେ ପୁଣି ପୁଲିସ-ମାଓବାଦୀ ଗୁଳି ବିନିମୟ । ନକ୍ସଲ ଶିବିର ଚାଲିଥିବା ବେଳେ ଏସ୍ଓଜି ଏବଂ ଡିଭିଏଫ୍ ବାହିନୀ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି।କିଛି ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଅପରେସନ ଜାରି ରହିଛି। ଗତ ୩ ଦିନ ତଳେ ତୁଳସୀ ପାହାଡରେ ଗୁଳି ବିନିମୟ ହୋଇଥିଲା। ଗୁଳୁବିନିମୟରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।