ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

NEET ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । MBBS/BDS ଆଡ୍‌ମିଶନ୍‌ ପାଇଁ ଆରମ୍ଭ ହେବ କାଉନ୍‌ସେଲିଂ। ନଭେମ୍ୱର ୨୯ ତାରିଖରୁ ଅନ୍‌ଲାଇନରେ କାଉନ୍‌ସେଲିଂ ଆରମ୍ଭ ହେବ । ଏନେଇ ଓଜେଇଇ ୱେବ୍‌ସାଇଟ୍‌ରେ କାର୍ଯ୍ୟସୂଚୀ ଉପଲବ୍ଧ ହେବ। ସେପ୍ଟେମ୍ବର ୧୨ ରେ ଏଥର ପରୀକ୍ଷା ହୋଇଥିବା ବେଳେ ନଭେମ୍ବର ୧ ତାରିଖରେ NEET ରେଜଲ୍ଟ ପ୍ରକାଶ ପାଇଥିଲା।