Monday, March 23, 2026
29.4 C
Odisha

    ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା: ଦୀପରୁ ନିଆଁ ଲାଗି ନାବାଳିକା ଗୁରୁତର

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିରରେ ଆଜି ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଗନ୍ନାଥ ମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ନାବାଳିକା ପୋଡ଼ି ଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତା ନାବାଳିକାଙ୍କ ଘର ହାଇଦ୍ରାବାଦ ଅଞ୍ଚଳରେ ବୋଲି ସୂଚନା ମିଳିଛି। ଏଣେ ଶ୍ରୀମନ୍ଦିର ସାମ୍ନାରେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଏକ ଛୋଟ ଶିଶୁକୁ ଏକ ବୁଲା କୁକୁର କାମୁଡ଼ି ଦେଇଛି। ଉକ୍ତ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ି ଦେଇଛି ବୁଲା କୁକୁର। ଏହାପରେ ତାର ଆଖିରୁ ଝରଝର ରକ୍ତ ବୋହୁଛି। ଏଣେ ଶିଶୁକୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଶିଶୁ ଶ୍ରୀମନ୍ଦିର ସାମ୍ନାରେ ଖେଳୁଥିଲା। ଗରୁଡ଼ ସ୍ତମ୍ଭ ନିକଟରେ କୁକୁରଟି ଶୋଇଥିଲା। ହଠାତ୍ ଶିଶୁକୁ କାମୁଡ଼ି ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ