କୃଷକଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର, ପ୍ରତ୍ୟାହାର ହେଲା ୩ ନୂଆ କୃଷି ଆଇନ: ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା

କୃଷକଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର, ପ୍ରତ୍ୟାହାର ହେଲା ୩ ନୂଆ କୃଷି ଆଇନ: ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା
କୃଷକଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର, ପ୍ରତ୍ୟାହାର ହେଲା ୩ ନୂଆ କୃଷି ଆଇନ: ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ ୧୯/୧୧: ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ବଡ ଘୋଷଣା । ଗୁରୁ ନାନକ ଜୟନ୍ତୀରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ୱୋଧନ ବେଳେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆନ୍ଦୋଳନକାରୀ କୃଷକଙ୍କୁ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି ମୋଦି ।

କୃଷକଙ୍କ କଲ୍ୟାଣ ପାଇଁ ୩ଟି ନୂଆ କୃଷି ଆଇନ ନେଇ ଘୋଷଣା ହୋଇଥିଲା । ଶୀତ ଅଧିବେଶନରେ ଏନେଇ ସାମ୍ୱିଧାନିକ ପ୍ରକ୍ରିୟାରେ ଏନେଇ ଘୋଷଣା ହେବ । ବୁଝାଇବା ସତ୍ତ୍ୱେ କିଛି ବିରୋଧି ଏହାକୁ ବୁଝିବାକୁ ନାରାଜ । ବିରୋଧୀଙ୍କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମୋଦି କହିଛନ୍ତି ।