ଓଡିଆ ପୁଅ ସହିଦ ସୁବେଦାର ନଦୁରାମଙ୍କୁ ମରୋଣତ୍ତୋର ବୀର ଚକ୍ରରେ କରାଗଲା ସମ୍ମାନିତ

ଓଡିଆ ପୁଅ ସହିଦ  ସୁବେଦାର ନଦୁରାମଙ୍କୁ ମରୋଣତ୍ତୋର ବୀର ଚକ୍ରରେ କରାଗଲା ସମ୍ମାନିତ

ଚୀନ୍ ସୈନଙ୍କ ସହିତ ସଂଘର୍ଷରେ ସହିଦ ହୋଇଥିବା ଓଡିଆ ପୁଅଙ୍କୁ ମରୋଣତ୍ତୋର ବୀର ଚକ୍ରରେ ସମ୍ମାନିତ କରାଯାଇଛି । ମୟୂରଭଞ୍ଜର ନାଏବ ସୁବେଦାର ନଦୁରାମ ସୋରେନଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ବୀର ଚକ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଗତବର୍ଷ ଗଲୱାନ ଚାଇନାରେ ସେନା ସହ ବୀରତ୍ୱର ସହ ଲେଢେଇ କରି ନଦୁରାମ ସହିଦ ହୋଇଯାଇଥିଲେ ।