ନିଲମ୍ବିତ ହେଲେ ନାରାୟଣପାଟଣା IIC

ନାରାୟଣପାଟଣା ଥାନାଧିକାରୀ ସସ୍ପେଣ୍ଡ । IIC ରଞ୍ଜିତ୍ ସାହୁଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଶାଖା ଲକର୍ରୁ ସୁନା ଚୋରି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଆଇଆଇସି ରଞ୍ଜିତ୍ ସାହୁଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କୋରାପୁଟ ଏସ୍ପି ବରୁଣ କୁଣ୍ଠପାଲି ।
Comments (0)