ବିଜେଡିର ବାଜିମାତ ପରେ ସାମ୍ନାକୁ ଆସିଲେ ନବୀନ

ବିଜେଡିର ବାଜିମାତ ପରେ ସାମ୍ନାକୁ ଆସିଲେ  ନବୀନ

ଚଳିତ ପଞ୍ଚାୟତ ନିର୍ବାଚନରେ  ଐତିହାସିକ ବିଜୟ ପରେ ସାମ୍ନାକୁ ଆସିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃତୀୟ ଦିନର ସମ୍ପୂର୍ଣ୍ଣ ଟ୍ରେଣ୍ଡ୍ ଆସିବା ପରେ ବିଜୟ ସୂଚକାଙ୍କ ଚିହ୍ନ ଦେଖାଇ ଫଟୋ ଛାଡ଼ିଛନ୍ତି ନବୀନ । ବିଜୁ ଜନତା ଦଳ ଉପରେ ଭରସିଥିବାରୁ ଓଡ଼ିଶାବାସୀଙ୍କୁ ହସ ହସ ମୁହଁରେ ଧନ୍ୟବାଦ ଦେଇଛନ୍ତି ନବୀନ ପଟ୍ଟନାୟକ ।