ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ; ଓଡ଼ିଶାର ସୋଏବ ଅଫତାବ ହେଲେ ଟପ୍ପର

ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ; ଓଡ଼ିଶାର ସୋଏବ ଅଫତାବ ହେଲେ ଟପ୍ପର

ଆଜି ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ। ଏଥିରେ ଓଡ଼ିଶାର ସୋଏବ ଅଫତାବ ହେଲେ ଟପ୍ପର। ସେ ମୋଟ୍‌ ୭୨୦ରୁ ୭୨୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି। ଅଫତାବଙ୍କ ଘର ରାଉରକେଲାରେ। ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ NEET ଟପ୍ପର ହୋଇଛନ୍ତି। ଏମିତିକି NEETରେ ୧୦୦% ରଖିବାରେ ମଧ୍ୟ ସୋଏବ ହେଉଛନ୍ତି ପ୍ରଥମ।