Friday, March 13, 2026
22.3 C
Odisha

    OSSC ପକ୍ଷରୁ ପ୍ରିଲିମିନାରୀ ପରୀକ୍ଷା ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗ୍ରୁପ-ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦ/ସେବା-୨୦୨୩ର ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)କୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ଅଗଷ୍ଟ ମାସ ୪ ତାରିଖ (ରବିବାର) ଦିନ ସିଜିଏଲଆରଇ-୨୦୨୪ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୦ଟି ସ୍ଥାନରେ ଓଏମଆର ମୋଡ଼ର ଏହି ପରୀକ୍ଷା କରାଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ସୂଚନା ଜାରି କରାଯାଇଛି ।ମୋଟ ୧୫୦ ମାର୍କର ପରୀକ୍ଷା ହେବ ଓ ସେଥିରେ ୧୫୦ଟି ପ୍ରଶ୍ନପତ୍ର ରହିବ । ପ୍ରାର୍ଥୀଙ୍କୁ ଏଥିପାଇଁ ୨ ଘଣ୍ଟା ସମୟ ମିଳିିବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପ୍ରାର୍ଥୀମାନେ ଆସନ୍ତା ୨୫ ତାରିଖ ପରଠାରୁ ଓଏସଏସସି ୱେସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    20 %
    1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    38 °
    Tue
    37 °

    ସମ୍ବନ୍ଧିତ