ଆଜି G-20 ବୈଠକ, ଉଠିବ ଆଫଗାନିସ୍ତାନ ପ୍ରସଙ୍ଗ

ଆଜି G-20 ବୈଠକ, ଉଠିବ ଆଫଗାନିସ୍ତାନ ପ୍ରସଙ୍ଗ

ଆଫଗାନିସ୍ତାନ ପରିସ୍ଥିତି ନେଇ ଆଜି G-20 ନେତାଙ୍କ ବୈଠକ। ଇଟାଲୀର ଆମନ୍ତ୍ରଣ କ୍ରମେ VC ଦ୍ଵାରା G-20 ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ୨୦ ସଭ୍ୟ ରାଷ୍ଟ୍ରର ନେତା। ଭାରତ ପକ୍ଷରୁ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଲିବାନ ଶାସନ ନେଇ ବୈଠକରେ ଆଲୋଚନା ହେବ, ଆଫଗାନବାସୀଙ୍କୁ ମାନବୀୟ ସହାୟତା ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ବିଶ୍ଵର ୨୦ ଟି ମୁଖ୍ୟ ଅର୍ଥନୈତିକ ସମୃଦ୍ଧି ରାଷ୍ଟ୍ରକୁ ନେଇ ଏହି ବୈଠକ ହୋଇଥାଏ।