Thursday, April 2, 2026
26 C
Odisha

    ୭ରେ ଜୟପୁର ଘରୋଇ ବସ୍ ବନ୍ଦ ଡାକରା

    ଆଗକୁ ପଢନ୍ତୁ

    ଜୟପୁର : ୭ରେ ଜୟପୁରରେ ଘରୋଇ ବସ୍ ବନ୍ଦ ଡାକରା । ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀବସ୍ ଚଳାଚଳକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି  । ୭ ତାରିଖ ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ଯାଏଁ ବସ୍ ଚଳାଚଳ ବନ୍ଦ ରହିବ । ଏନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ