ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ବିଗବସ ଫେମ ସନା ଖାନ

ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ବିଗବସ ଫେମ ସନା ଖାନ

ଦୁଇ ବର୍ଷ ପୂର୍ବେ ଦଙ୍ଗଲ ଗାର୍ଲ ଜାଏରା ୱାସୀମ ଧର୍ମ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଆଉ ଏବେ ଏମିତି ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଫିଲ୍ମ ‘ଜୟ ହୋ’ରେ ସୁପରଷ୍ଟାର ସଲମାନ ଖାନଙ୍କ ସହ କାମ କରିସାରିଥିବା ଅଭିନେତ୍ରୀ ସନା ଖାନ । ତାଙ୍କୁ ଆଉ ସିଲଭର ସ୍କ୍ରିନରେ ଦେଖିବାକୁ ପାଇବେ ନାହିଁ ଦର୍ଶକ । କାରଣ ଫିଲ୍ମ ଦୁନିଆକୁ ସେ ଅଲବିଦା କହିଛନ୍ତି । ଯାହାର ଘୋଷଣା କରି ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେହିପରି ସେ ପୋଷ୍ଟରେ ଫିଲ୍ମ ଦୁନିଆ ଛାଡିବା ପଛର କାହାଣୀ ମଧ୍ୟ ସମସ୍ତଙ୍କୁ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ...

 
 
 
 
 
 
 
 
 
 
 
 
 
 

My happiest moment