Friday, April 19, 2024
42.4 C
Odisha

    ସାନିଆଙ୍କ ଭରଣ ପୋଷଣ ପାଇଁ କେତେ ଟଙ୍କା ଦେବେ ସୋଏବ

    ଆଗକୁ ପଢନ୍ତୁ

    ପାକିସ୍ତାନୀ କ୍ରିକେଟ ତାରକା ସୋଏବ ମଲ୍ଲିକ ଏବଂ ସାନିଆଙ୍କ ବିବାହ ବିଚ୍ଛେଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ଷ୍ଟାର ଦମ୍ପତ୍ତିଙ୍କ ବିଚ୍ଛେଦ ହେବା ପରେ କୁହାଯାଉଛି କି, ସାନିଆଙ୍କ ଭରଣ ପୋଷଣ ପାଇଁ କେତେ ଦେବେ ସୋଏବ । ସୋଏବ ତୃତୀୟ ବିବାହ କରିଥିବାବେଳେ ପ୍ରଥମ ପତ୍ନୀଙ୍କୁ ୧୫ କୋଟି ଟଙ୍କାର ଭରଣ ପୋଷଣ ଦେଇଥିଲେ । ଆଉ ଏବେ ତାଙ୍କ ନେଟଓ୍ବର୍ଥ ରହିଛି ୨୩୨ କୋଟି ଟଙ୍କା । ସେ ହେଉଛନ୍ତି ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.4 ° C
    42.4 °
    42.4 °
    10 %
    4.1kmh
    4 %
    Fri
    42 °
    Sat
    44 °
    Sun
    44 °
    Mon
    41 °
    Tue
    41 °

    ସମ୍ବନ୍ଧିତ