ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସର ପ୍ରସ୍ତାବ ଗ୍ରହଣ

ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସର ପ୍ରସ୍ତାବ ଗ୍ରହଣ
ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସର ପ୍ରସ୍ତାବ ଗ୍ରହଣ

5T ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସର ପ୍ରସ୍ତାବ ଗୁଡ଼ିକ ଗ୍ରହଣ କରାଯାଇଛି । ଏଥିସହ ନିର୍ଦ୍ଧାରିତ ୩୦ ଦିନ ମଧ୍ୟରେ ସମ୍ପାଦନ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବରରେ ୬ଟି ଟାକ୍ସଫୋର୍ସ ଗଠନ କରାଯାଇଥିଲା ।

 

ଏହି ଟାସ୍କଫୋର୍ସ ଗୁଡ଼ିକ ତାଙ୍କର ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଉପସ୍ଥାପନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ତର୍ଜମା କରାଯାଇ ସରକାରଙ୍କ ଅନୁମୋଦନ କ୍ରମେ ପଠାଯାଇଥିଲା । ବିଦ୍ୟାଳୟରେ ଶିକ୍ଷା ସୁବିଧା ତଥା ଗୁଣାତ୍ମକ ମାନର ଉନ୍ନତି ପାଇଁ ରାଜ୍ୟ ସରକାର ଉତ୍ସର୍ଗୀକୃତ ।