ଷ୍ଟ୍ରଙ୍ଗରୁମ ନିକଟରେ ପଡିଛି ଚିରା ବାଲାଟ ପେପର, ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କଲେ ପ୍ରାର୍ଥୀ

ଷ୍ଟ୍ରଙ୍ଗରୁମ ନିକଟରେ ପଡିଛି ଚିରା ବାଲାଟ ପେପର, ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କଲେ ପ୍ରାର୍ଥୀ
ଷ୍ଟ୍ରଙ୍ଗରୁମ ନିକଟରେ ପଡିଛି ଚିରା ବାଲାଟ ପେପର, ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କଲେ ପ୍ରାର୍ଥୀ

କେନ୍ଦ୍ରାପଡା ୨୫/୦୨: କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମ ନିକଟରେ ଚିରା ବାଲାଟ ପେପର ପଡିବା ଘଟଣାକୁ ନେଇ ଆରମ୍ଭ ହୋଇଛି ବିବାଦ ।

 

ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀମାନେ ଷ୍ଟ୍ରଙ୍ଗରୁମ ନିକଟରେ ପହଂଚି ହୋହଲ୍ଲା କରିଥିଲେ । ତେବେ କୋହଳ ସୁରକ୍ଷା ବ୍ୟବସ୍ଥା ଯୋଗୁ ଏପରି ଘଟିଥିବା ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ, ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ବାଲଟ ପେପର ଅସଲି ନା ନକଲି ତାହା ଜଣା ପଡିନାହିଁ ।