ଦିନକ ପରେ ପୁଣି ବଢିଲା କରୋନା ପାଜେଟିଭ୍ ସଂଖ୍ୟା,୨୪ ଘଣ୍ଟାରେ ୬୨୮ ଜଣ ସଂକ୍ରମିତ ଚିହ୍ନଟ

ଦିନକ ପରେ ପୁଣି ବଢିଲା କରୋନା ପାଜେଟିଭ୍ ସଂଖ୍ୟା,୨୪ ଘଣ୍ଟାରେ ୬୨୮ ଜଣ ସଂକ୍ରମିତ ଚିହ୍ନଟ

ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ପଜେଟିଭ୍ ସଂଖ୍ୟା।ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୨୬୧ ଜଣ ସ୍ଥାନୀୟ ଞ୍ଚଳରୁ ସଂକ୍ରମିତ ହୋଇଛନ୍ତି। ଏଥିରେ ୯୬ ଜଣ ୧୮ ବର୍ଷରୁ କମ୍ କିଶୋର ରହିଥିବା ବେଳେ ଗତ ୨୪ ଘଣ୍ଟାରେ ୬୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ୫ହଜାର୯୦୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଆଜିର ସଂକ୍ରମଣକୁ ମିଶଇ ମୋଟ ସଂକ୍ରମଣ ସଂଖ୍ୟା ୧୦ ଲକ୍ଷ ୧୮ହଜାର ୯୨୬ରେ ପହଁଞ୍ଚିଛି । ତେବେ ଗତକାଲି ୫୮୦ ଜଣ ପଯେଟିଭ୍ ଚିହ୍ନଟ ହୋଇଥିଲେ।