Friday, March 20, 2026
21.4 C
Odisha

    ସୁନ୍ଦରଗଡ଼ରେ ରେଳ ଧାରଣାରେ ମୃତ ହାତୀ ଛୁଆକୁ ଜଗିରହିଛନ୍ତି ହାତୀପଲ୍ଲ

    ଆଗକୁ ପଢନ୍ତୁ

    ହାତୀ ପାଇଁ ଟ୍ରେନ୍ ବନ୍ଦ । ରେଳ ଧାରଣାରେ କଟି ଚାଲିଗଲା ଛୁଆ ହାତୀର ଜୀବନ। ଏହାପରେ ମୃତ ଦେହକୁ ମା ହାତୀ ସହ ଜଗି ରହିଛନ୍ତି ହାତୀପଲ। ସୁନ୍ଦରଗଡ଼ ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ରେଳ ଧାରଣାରେ କଟି ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ରେଳ ସାଇଡ଼ିଂ ଅଧିକାରୀ ଓ ଜିଆରପି ପୋଲିସ୍ ପହଞ୍ଚିଛନ୍ତି। ହାତୀପଲ ମୃତଦେହକୁ ଜଗିରହିଥିବାରୁ ପାଖକୁ ଯାଇପାରୁନାହାଁନ୍ତି ଅଧିକାରୀ। ଏହାପରେ ଟ୍ରେନ ସେବା ବନ୍ଦ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    60 %
    0.9kmh
    100 %
    Fri
    33 °
    Sat
    33 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ