କୋଟିପତି ଅଙ୍ଗନବାଡ଼ି ଦିଦି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କଲା ଭିଜିଲାନ୍ସ

କୋଟିପତି ଅଙ୍ଗନବାଡ଼ି ଦିଦି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କଲା ଭିଜିଲାନ୍ସ

ଭୁବନେଶ୍ବରର କୋଟିପତି ଅଙ୍ଗନବାଡ଼ି ଦିଦି। ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଭିଜିଲାନ୍ସ ଜାଲରେ ଭୁବନେଶ୍ବର କରୋଡ଼କଣ୍ଟାର ଅଙ୍ଗନବାଡ଼ି କର୍ମୀ। ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ବରର ୬ଟି ସ୍ଥାନ ସହ କେନ୍ଦ୍ରାପଡ଼ା ଜିଲ୍ଲାର ତାଙ୍କ ବାପଘରେ ମଧ୍ୟ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର ଝାରପଡ଼ା ଅଞ୍ଚଳରେ କବିତାଙ୍କର ୪ଟି କୋଠାଘର ଠାବ ହୋଇଛି। ଏବେ ମଧ୍ୟ ଚଢଉ ଜାରି ରହିଛି।