Saturday, October 11, 2025
23.8 C
Odisha

    ଜାନୁୟାରୀ ୧୫ରୁ ଜମିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଆଜି ସ୍ଥାପନ ହେଲା ଶୁଭ ଖୁଣ୍ଟି

    ଆଗକୁ ପଢନ୍ତୁ

    ଶୁଭ ଖୁଣ୍ଟି ସ୍ଥାପନ ଉତ୍ସବ ସମାପନ । ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ଖୁଣ୍ଟି । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଲା ରଂଗ ମଞ୍ଚରେ ଧନୁଯାତ୍ରା । ବରଗଡ଼ ସହର ହେବ ମଥୁରା ନଗରୀ ଗୋପପୁର ପାଲଟିବ ଅମ୍ବାପାଲି । ଯମୁନା ନଦୀ ହୋଇଯିବ ଜୀରା ନଦୀ । କଂସ ମାମୁଁଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର ବା ମଥୁରା ନଗରୀ । କୃଷ୍ଣଙ୍କ ପ୍ରେମରେ ବିବୋହିତ ହେବେ ଅମ୍ବାପାଲି ବା ଗୋପପୁର । ଆଜି ମାଁ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ବରଗଡ଼ ସହର ହାଟପଦା ସ୍ଥିତ ସଞ୍ଚାର ପଡ଼ିଆରେ ହୋଇଛି ଶୁଭ ଖୁଣ୍ଟି ସ୍ଥାପନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    86 %
    0.1kmh
    1 %
    Sat
    24 °
    Sun
    29 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ