Wednesday, July 2, 2025
24.5 C
Odisha

    ଉତ୍‌‌କ୍ଷେପଣ ଓ ପୃଥକୀକରଣ ସଫଳ, ଜାନୁଆରୀ ୭ରେ ଯୋଡି ହେବ ଉପଗ୍ରହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ଭାରତର ମହାକାଶ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ। ସୋମବାର ରାତି ୧୦.୧୫ ମିନିଟରେ ଇସ୍ରୋ ଦ୍ୱାରା ୨ଟି ସ୍ପେଡେକ୍ସ ଉପଗ୍ରହର ସଫଳ ଉତ୍‌‌କ୍ଷେପଣ ପରେ ପୃଥକୀକରଣ ମଧ୍ୟ ସଫଳ ହୋଇଛି।ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରି ୭ ତାରିଖ ସକାଳେ ଇସ୍ରୋ ଦୁଇଟି ସ୍ପେଡେକ୍ସ ଉପଗ୍ରହକୁ ଡକ୍ କରିବାକୁ ଚେଷ୍ଟା କରିବ। ଏହି ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ଶକ୍ତି ଆବଶ୍ୟକ ଥିବାରୁ, ଇସ୍ରୋ ୪ ଦିନ ଅପେକ୍ଷା କରିବ। ୪ ଦିନ ପରେ ସୂର୍ଯ୍ୟ ଅନୁକୂଳ ସ୍ଥିତିରେ ରହିବାର ସମ୍ଭାବନା ରହିଛି ଯାହା ଫଳରେ ଜାନୁଆରୀ ୭ରେ ସ୍ପାଡେକ୍ସ ଉପଗ୍ରହଗୁଡ଼ିକୁ ସେମାନଙ୍କ ଡକିଂ ନିମନ୍ତେ ପର୍ଯ୍ୟାପ୍ତ ଶକ୍ତି ମିଳିପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    88 %
    1.6kmh
    100 %
    Wed
    26 °
    Thu
    30 °
    Fri
    25 °
    Sat
    28 °
    Sun
    28 °

    ସମ୍ବନ୍ଧିତ