Friday, March 13, 2026
34.7 C
Odisha

    କମିଶନରେଟ ପୋଲିସର ମୋବାଇଲ ମେଳା, ଫେରାଉଛି ଚୋରି ମୋବାଇଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କମିଶନରେଟ ପୋଲିସର ମୋବାଇଲ ମେଳା । ମୋବାଇଲ ମେଳାର ଆୟୋଜନ କରି ଚୋରି ମୋବାଇଲ ଫେରାଉଛି ପୋଲିସ । ରାଜଧାନୀରୁ ୧୦୦ ଟି ଚୋରି ମୋବାଇଲ ଉଦ୍ଧାର ପରେ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ ଚୋରି ମୋବାଇଲ ଟ୍ରାକ କରି ଠାବ କରିଛନ୍ତି । ମୋବାଇଲର ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଚୋରି ହୋଇଥିବା ମୋବାଇଲ ନେଉଛନ୍ତି ମୋବାଇଲ ମାଲିକ । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ ଏହି ମୋବାଇଲ ଟ୍ରାକ କରି ଠାବ କରିବା ପରେ ଉଦ୍ଧାର କରିଛନ୍ତି । ଚୋରି ମୋବାଇଲ ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ