Saturday, February 8, 2025
30 C
Odisha

    ତିଳକ ଲଗାଇଲେ ମିଳିଥାଏ ଏହିସବୁ ଫାଇଦା

    ଆଗକୁ ପଢନ୍ତୁ

    ପ୍ରାଚୀନ କାଳରୁ ତିଳକ ଲଗାଇବାର ପରମ୍ପରା ଭାରତରେ ରହିଛି । ଏହା ପଛରେ କେବଳ ଧାର୍ମିକ କିମ୍ବା ସାଂସ୍କୃତିକ ମହତ୍ୱ ରହିଛି ତା’ ନୁହେଁ, ଏହାପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ସାଧାରଣ ଭାବେ ତିଳକ ଧଳା କିମ୍ବା ହଳଦିଆ ରଙ୍ଗର ହୋଇଥାଏ । ଚନ୍ଦନ, ସିନ୍ଦୁର ଏବଂ ହଳଦିରେ ପ୍ରସ୍ତୁତ ହୋଇଥିବା ତିଳକ ମସ୍ତିଷ୍କକୁ ଶିତଳତା ଦିଏ । ମାନସିକ ଚିନ୍ତାକୁ ମଧ୍ୟ କମାଇବାରେ ତିଳକର ବଡ଼ ଭୂମିକା ରହିଛି ।

    ତିଳର ଲଗାଯାଉଥିବା ସ୍ଥାନର ଚର୍ମ ତଳେ କିଛି ବିଶେଷ ପ୍ରକାର ଶୀର ଆମ ଶରୀରରେ ରହିଛି, ଯାହା ଉପରେ ତିଳକ ଲାଗିବା କାରଣରୁ ଆକ୍ୟୁପ୍ରେଶର ପ୍ରଭାବ ପଡ଼େ । ଯାହାପରେ ଶିରା ଅଧିକ ସକ୍ରିୟ ହୋଇଯାଏ ।

    ତିଳକ ଲଗାଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ଯେଉଁ କାରଣରୁ ମୁଣ୍ଡ ବିନ୍ଧିବା ଚୁଟକିରେ ଦୂର ହୋଇଯାଏ । ପ୍ରତିଦିନ ତିଳକ ଲଗେଇବା ଦ୍ୱାରା ମୁଣ୍ଡବିନ୍ଧା ରୋଗ ଆପଣଙ୍କ ପାଖ ମାଡ଼ି ନ ଥାଏ ।

    ମାନସିକ ଶାନ୍ତି ପ୍ରାପ୍ତି ପାଇଁ ବାବାଜୀମାନେ ବହୁମାତ୍ରାରେ ତିରଳ ନିଜ ମଥାରେ ଲଗାଇଥାନ୍ତି । ଏହାଦ୍ୱାରା ସେମାନଙ୍କ ଶରୀରକୁ ଶିତଳତା ମଧ୍ୟ ପ୍ରାପ୍ତି ହୁଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    17 %
    2.8kmh
    2 %
    Sat
    32 °
    Sun
    33 °
    Mon
    34 °
    Tue
    36 °
    Wed
    37 °

    ସମ୍ବନ୍ଧିତ