Wednesday, October 23, 2024
21.7 C
Odisha

    ନନ୍ଦନକାନନରେ ନୂଆ ଅତିଥି, ସିଂହୀ ରେୱା ଜନ୍ମକଲା ୩ ଶାବକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ହୋଲି ପୂର୍ବରୁ ନନ୍ଦନକାନନରେ ଖେଳିଯାଇଛି ଖୁସି ର ଲହରୀ। ନନ୍ଦନକାନନରେ ରବିବାର ୩ଟି ଅଣ୍ଡିରା ସିଂହ ଛୁଆ ଜନ୍ମ ହୋଇଛନ୍ତି। ସିଂହୀ ରେୱା ଠାରୁ ସକାଳ ୮ଟା ସୁଦ୍ଧା ୨ଟି ଓ ଅପରାହ୍ଣ ୩ଟାରେ ଗୋଟିଏ ଛୁଆ ଜନ୍ମ ହୋଇଛନ୍ତି। ଏଥି ସହିତ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି। ତେବେ ମାଆ ରୱା ଛୁଆଙ୍କୁ ନ ଆଦରିବାରୁ ତାଙ୍କୁ ବେବି ରିଅରିଙ୍ଗ ସେଣ୍ଟର୍‌ରେ ରଖାଯାଇଛି। ସୂଚନା ଥାଉକି ରେୱା ଓ ଜିତ୍‌ର ମିଳନ ହୋଇଥିଲା। ଫଳରେ ରେୱା ଗର୍ଭ ଧାରଣ କରିଥିଲା। ତେବେ ଆହୁରି ଛୁଆ ଜନ୍ମ କରିବାର ସମ୍ଭାବନା ଥିବା ନେଇ ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ