Thursday, March 19, 2026
24.8 C
Odisha

    ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବୁଧବାର ଦିନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ଶାବକଟି ଅସୁସ୍ଥ ଥିବାରୁ ୧୨ ଜାନୁଆରି ୨୦୨୫ରୁ ସେ ଚିକିତ୍ସିତ ହେଉଥିଲା। କିନ୍ତୁ ପରେ ମୃତ୍ୟୂ ଘଟିଥିଲା। ଖବର ଅନୁଯାୟୀ, ୨ ନଭେମ୍ବର ୨୦୨୪ରେ ନନ୍ଦନକାନନରେ ବାଘୁଣୀ ରୁପା ଚାରିଟି ଛୁଆ ଜନ୍ମ ଦେଇଥିଲା। ବାଘ ଶାବକର ମୃତ୍ୟୁ ପରେ ଅନ୍ୟ ଶାବକମାନଙ୍କ ଉପରେ ସିସିଟିଭି କ୍ୟାମେରା ଦ୍ବାରା କଡ଼ା ନଜର ରଖାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ବୟସ୍କ ଏବଂ ଶାବକଙ୍କୁ ମିଶାଇ ମୋଟ ୨୭ଟି ବାଘ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    52 %
    1kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ