Thursday, July 31, 2025
29.9 C
Odisha

    ନିରଞ୍ଜନ ରଥଙ୍କ ପରଲୋକ

    ଆଗକୁ ପଢନ୍ତୁ

    କଟକ : ନିରଞ୍ଜନ ରଥଙ୍କ ପରଲୋକ । ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ । ଗତକାଲି ରାତି ୧୧ଟାରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସମାଜସେବୀ, ଲେଖକ, ସାମ୍ବାଦିକ ଭାବେ ପରିଚିତ ଥିଲେ ନିରଞ୍ଜନ । ‘ସମାଜ’ ଖବରକାଗଜର ପୂର୍ବତନ ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର ଥିଲେ ନିରଞ୍ଜନ ରଥ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.9 ° C
    29.9 °
    29.9 °
    65 %
    4.4kmh
    80 %
    Thu
    30 °
    Fri
    32 °
    Sat
    31 °
    Sun
    32 °
    Mon
    33 °

    ସମ୍ବନ୍ଧିତ