Thursday, March 5, 2026
34.9 C
Odisha

    ବାତ୍ୟା ‘ଦାନା’ ପାଇଁ ୩ ଲକ୍ଷ ଲୋକ ସ୍ଥାନାନ୍ତର: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବାତ୍ୟା ‘ଦାନା’ ପାଇଁ ଉପକୂଳ ଜିଲ୍ଲାଗୁଡ଼ିକରୁ ୩ ଲକ୍ଷ ଲୋକ ସ୍ଥାନାନ୍ତର କରାଯାଇଛି। ଗୁରୁବାର ବାତ୍ୟା ମୁକାବିଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।
    ସେ କହିଛନ୍ତି ଯେ,୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ Iଏଯାବତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.9 ° C
    34.9 °
    34.9 °
    10 %
    4.6kmh
    1 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ