Tuesday, September 29, 2026
23.6 C
Odisha

    ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ, ଭାସିଗଲେ ନାବାଳକ

    ଆଗକୁ ପଢନ୍ତୁ

    ନରସିଂହପୁର : ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । କଟକ ବଡମ୍ବା ଟି ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲରେ ଭାସିଗଲେ ନାବାଳକ । ନାବାଳକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା । ସ୍ଥାନୀୟ ତୁଣପୁର ଗାଁର ତିନି ଜଣ ନାବାଳକ ହୋଲି ରଙ୍ଗ ଖେଳି ଗାଧୋଇବାକୁ ଆସିଥିଲେ ।ଖବର ପାଇ ବାଙ୍କୀ ବୈଦେଶ୍ୱର ଦମକଳ ବାହିନୀ ପହଁଚି ମହାନଦୀ ସ୍ରୋତରୁ ନାବାଳକକୁ ଉଦ୍ଧାର କରି ବଡମ୍ବା ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ