Wednesday, March 4, 2026
21.8 C
Odisha

    ବିଜେପିରୁ ଇସ୍ତଫା ଖବରକୁ ନିଜେ ଖଣ୍ଡନ କଲେ ନୀତେଶ ଗଙ୍ଗଦେବ

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପୂର୍ବରୁ ଏକ ଖବର ପ୍ରସାରିତ ହୋଇଥିଲା ଯେ,ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେଇଛନ୍ତି । ହେଲେ ବର୍ତ୍ତମାନ ନିଜେ ନୀତେଶ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୋ ଫେସବୁକ ଆକାଉଣ୍ଟକୁ ହ୍ୟାକ କରାଯାଇଛି । ଏଥିସହ ସେ କହିଛନ୍ତି ଯେ, ମୁଁ ବିଜେପିରେ ଅଛି ଓ ରହିବି ମଧ୍ୟ । ସେ କହିଛନ୍ତି ଯେ, ମୁଁ ଦେବଗଡ଼ରେ ବିଜେପି ପାଇଁ ପ୍ରଚାର କରିବି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    25 %
    1.7kmh
    0 %
    Tue
    21 °
    Wed
    35 °
    Thu
    37 °
    Fri
    37 °
    Sat
    38 °

    ସମ୍ବନ୍ଧିତ