Friday, May 9, 2025
33.9 C
Odisha

    ଭିଜିଲାନ୍ସ ଜାଲରେ ରାଇଘର ପିଇଓ

    ଆଗକୁ ପଢନ୍ତୁ

    ଉମରକୋଟ : ଭିଜିଲାନ୍ସ ଜାଲରେ ପିଇଓ । ପ୍ରାୟ କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ରାଇଘର ପିଇଓ ସୁରେନ୍ଦ୍ର ଭତ୍ରା ଗିରଫ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରାଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଭିଜିଲାନ୍ସ । ପୂର୍ବରୁ ଏକ କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗରେ ୨ ପଞ୍ଚାୟତର ସରପଞ୍ଚ ଓ ରାଇଘର ବିଡିଓ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.9 ° C
    33.9 °
    33.9 °
    27 %
    3.7kmh
    100 %
    Fri
    31 °
    Sat
    41 °
    Sun
    42 °
    Mon
    40 °
    Tue
    42 °

    ସମ୍ବନ୍ଧିତ