Friday, August 28, 2026
24.4 C
Odisha

    CA ପରୀକ୍ଷା postponed

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଯୁଦ୍ଧ ପରେ ICAI ପରୀକ୍ଷାକୁ ନେଇ ହେଲା ବଡ ଘୋଷଣା । ଯାହା ବର୍ତ୍ତମାନ ପରୀକ୍ଷା ଉପରେ ପ୍ରଭାବ ପକାଇଛି । ସୁରୁକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ମେ ମାସରେ ହେବାକୁ ଥିବା CAର ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଟ୍ସ ଅଫ୍ ଇଣ୍ଡିଆ (ICAI) ବାକି ଥିବା ପେପର ପରୀକ୍ଷାକୁ ସ୍ଥଗିତ କରିଯାଇଛି । ଏହି ପରୀକ୍ଷାରେ CA ଫାଇନାଲ, ଇଣ୍ଟରମିଡିଆ, ପୋଷ୍ଟ କ୍ବାଲିଫିକେସନ କୋର୍ସର ଇଣ୍ଟରନ୍ୟାସନାଲ୍ ଟ୍ୟାକ୍ସେସନ,ଅସେସମେଟ ଟେଷ୍ଟ ସାମିଲ ରହିଛି । ତେଣୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ନିମନ୍ତେ ICAIର ୱେବସାଇେଟକୁ ଯାଇ ଚେକ୍ କରନ୍ତୁ ।

    ସୂଚନାନୁଯାୟୀ, ମେ ୯ରୁ ମେ ୧୪ ପର୍ଯ୍ୟନ୍ତ ଚାର୍ଟାର୍ଡ ଆକାଉଟାଣ୍ଟସ୍ ଫାଇନାଲ, ଇଣ୍ଟରମିଡିଏଟ୍, ପୋଷ୍ଟ କ୍ବାଲିଫିକେସନ କୋର୍ସ ପରୀକ୍ଷାକୁ ଧାର୍ଯ୍ୟ କରାଯାଇଥିଲା । ସଂସ୍ଥା ମହତ୍ତ୍ବପୂର୍ଣ୍ଣ ସଂଖ୍ୟା ୧୩-CA ୨୦୨୫ ଅନୁଯାୟୀ ୧୩ ଜାନୁୟାରୀରେ ସଂଶୋଧନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    94 %
    1.7kmh
    50 %
    Fri
    30 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ