Thursday, July 31, 2025
24 C
Odisha

    ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ ଡମ୍ପିଂ ୟାର୍ଡରେ ବାଘ ଦେଖାଯିବା ନେଇ ସୂଚନା ମିଳିଛି। ବାଘକୁ ବିମାନବନ୍ଦରରେ ଦେଖି ସାଧାରଣ ଲୋକ ଛାନିଆ ହୋଇଯାଇଛନ୍ତି। ତେବେ ବାଘକୁ ଠାବ କରିବା ପାଇଁ ବନ ବିଭାଗର ନଜର ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    90 %
    1.6kmh
    97 %
    Thu
    30 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ