Friday, May 9, 2025
33.9 C
Odisha

    ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    କଟକ ପରେ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଜଳିଯାଇଛି ଟ୍ରକ । ମଞ୍ଚେଶ୍ୱରର ମହିନ୍ଦ୍ରା ଛକରେ ଏକ ଦୋକାନରେ ଅଚାନକ ନିଆଁ ଲାଗି ଯାଇଛି । ଏହାପରେ ଦୋକାନରୁ ଟ୍ରକକୁ ନିଆଁ ଡେଇଁଥିବା ଜାଣିବାକୁ ମିଳିଛି । ଫଳରେ ଦୋକାନ ସହିତ ଟ୍ରକ ମଧ୍ୟ ନିଆଁରେ ଜଳି ଯାଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.9 ° C
    33.9 °
    33.9 °
    27 %
    3.7kmh
    100 %
    Fri
    31 °
    Sat
    41 °
    Sun
    42 °
    Mon
    40 °
    Tue
    42 °

    ସମ୍ବନ୍ଧିତ