Wednesday, October 14, 2026
22.5 C
Odisha

    ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    କଟକ ପରେ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଜଳିଯାଇଛି ଟ୍ରକ । ମଞ୍ଚେଶ୍ୱରର ମହିନ୍ଦ୍ରା ଛକରେ ଏକ ଦୋକାନରେ ଅଚାନକ ନିଆଁ ଲାଗି ଯାଇଛି । ଏହାପରେ ଦୋକାନରୁ ଟ୍ରକକୁ ନିଆଁ ଡେଇଁଥିବା ଜାଣିବାକୁ ମିଳିଛି । ଫଳରେ ଦୋକାନ ସହିତ ଟ୍ରକ ମଧ୍ୟ ନିଆଁରେ ଜଳି ଯାଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ