Saturday, July 27, 2024
24.6 C
Odisha

    ରେକର୍ଡ ଭାଙ୍ଗୁଛି ତାତି, ଆଉଟୁ ପାଉଟୁ ଲୋକେ

    ଆଗକୁ ପଢନ୍ତୁ

    ଆକାଶରୁ ବର୍ଷୁଛି ନିଆଁ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ସାରା ରାଜ୍ଯ । ଲଗାତର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି। ଗତବର୍ଷର ରେକର୍ଡ ପଛରେ ପକାଇଛି । ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟ୍ଓ୍ବେଭ୍ ପାଇଁ ୨୩ ଜିଲ୍ଲାକୁ ସତର୍କ କରାଯାଇଛି । ତେବେ ୨୧ ଏବଂ ୨୨ ତାରିଖ ବେଳକୁ ସାମୟିକ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ ବର୍ଷା । ଆଜିର ତାପମାତ୍ରାକୁ ଲକ୍ଷ୍ୟକଲେ ଆଜି ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

    କେନ୍ଦୁଝର: 43.5°C ଝାରସୁଗୁଡା: 43.2°C

    ସମ୍ବଲପୁର: 42.7°C ରାଉରକେଲା: 42.6°C

    ହୀରାକୁଦ: 42.6°C ଚାନ୍ଦବାଲି: 41.4°C

    ଭୁବନେଶ୍ୱର: 40.5°C ବାଲେଶ୍ୱର: 40.2°C

    ପୁରୀ: 34.6°C ପାରାଦ୍ୱୀପ: 33.2°C

    ଗୋପାଳପୁର: 32.6°C

    ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । ସକାଳ ୧୦ଟା ବାଜିବନା ମାତ୍ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ