Saturday, July 27, 2024
24.6 C
Odisha

    ଶୋଇବା ପୂର୍ବରୁ ରୁମରେ ଏକ ତେଜପତ୍ର ଜଳାଇ ଦିଅନ୍ତୁ, ତା ପରେ ଦେଖନ୍ତୁ ଚମତ୍କାର

    ଆଗକୁ ପଢନ୍ତୁ

    ପ୍ରକୃତି ସବୁବେଳେ ମଣିଷ ସେବାରେ। ତା ବିନା ଜୀବ ଜଗତ ତିଷ୍ଟି ପାରିବନି । ବିଭିନ୍ନ ଉପାୟରେ ପ୍ରକୃତି ଆମକୁ ସହାୟ ହେଉଛି । ସେଥି ମଧ୍ୟର ପାଣି, ପବନ ଓ ବୃକ୍ଷ ହେଉଛିୀ ଅନ୍ୟତମ । ବୃକ୍ଷବିନା ଜୀବଜଗତ ତିଷ୍ଟିବା ଅସମ୍ଭବ । ବୃକ୍ଷରେ ରହିଥାଏ ଅନେକ ଔଷଧୀୟ ଗୁଣ। କିଛି ବୃକ୍ଷକୁ ଆମେ ଖାଇବାରେ ବ୍ୟବହାର କରିଥାଉ ଏବଂ ଆଉ କିଛି ଔଷଧ ଭାବରେ । ନିତ୍ୟବାବହାର ହେଉଥିବା ତେଜପତ୍ରର ଗୁଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବ।
    ତେଜପତ୍ର ଏପରି ଏକ ଜିନିଷ ଯାହା ସମସ୍ତଙ୍କ ରୋଷେଇ ଘରେ ମିଳିଥାଏ ।

    ତେଜପତ୍ରକୁ ଏକ ମସଲା ଭଳି ବ୍ୟବହାର କରାଯାଇଥାଏ । ତେଜପତ୍ରରେ ବହୁତ ଔଷଧୀୟ ଗୁଣ ରହିଛି । ଏଥିଲାଗି ତେଜପତ୍ର ଖାଇବା ଦ୍ୱାରା ବହୁତ ଲାଭ ମିଳିଥାଏ । ଆପଣଙ୍କୁ ଆମେ କହିରଖୁଛୁ ଯେ, ରାତ୍ରିରେ ଶୋଇବା ବେଳେ ରୁମରେ ତେଜପତ୍ର ଜାଳିବା ଦ୍ୱାରା କଣ ସୁଫଳ ମିଳେ । ରାତ୍ରିରେ ଶୋଇବା ପୂର୍ବରୁ କୌଣସି ଏକ ପାତ୍ରରେ ତେଜପତ୍ର ଜାଳନ୍ତୁ । ଏହାପରେ ରୁମକୁ ୧୫ମିନିଟ୍ ବନ୍ଦ କରିଦିଅନ୍ତୁ ।

    ୧୫ ମିନିଟ ବନ୍ଦ ପରେ କବାଟ ଖୋଲନ୍ତୁ ଓ ରୁମକୁ ପ୍ରବେଶ କଲାବେଳେ ଅନୁଭବ କରିବେ ଯେ ରୁମ୍ରେ ସୁଗନ୍ଧ ହୋଇଥାଏ । ଯାହା ଆପଣଙ୍କୁ ଶୋଇବାରେ ସହାୟତା କରିଥାଏ । ଆହୁରି ମଧ୍ୟ ତେଜପତ୍ରର ଧୂଆଁ ରୁମରେ ରହିବା ଦ୍ୱାରା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଯାହା ଆମର ମେମୋରିକୁ ମଜଭୁତ କରାଇଥାଏ । ତେଜପତ୍ର ଖାଇବା ଦ୍ୱାରା ହଜମ ଶୀଘ୍ର ହୋଇଥାଏ । ତେଜପତ୍ର ଧୂଆଁ ମହିଳାଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ତେଜପତ୍ର ଧୂଆଁ ଯଦି ରୁମରେ ଥାଏ ତାହାଲେ ମଶା ରହିନଥାନ୍ତି । ଜେତପତ୍ର ଜଳାଇବା ଦ୍ୱାରା ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱରରୁ ହୋଇନଥାଏ । ଏଥିଲାଗି ଶୋଇବା ପୂର୍ବରୁ ତେଜପତ୍ର ଧୂଆଁ ନିହାତି କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ