Saturday, July 5, 2025
24.2 C
Odisha

    ସକାଳୁ ସକାଳୁ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଆହତ

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳରେ ସକାଳୁ ସକାଳୁ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରିଛି ପୋଲିସ । ତାଳଚେରର ସ୍କଟଲାଣ୍ଡପୁର ଜଙ୍ଗଲରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଶୁସାନ୍ତଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ସୁଶାନ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ବହୁ ଦିନ ଧରି ପୋଲିସ ତାକୁ ଖୋଜୁଥିଲା । କିନ୍ତୁ ସବୁବେଳେ ପୋଲିସ ଆଖିରେ ଚକମା ଦେଇ ଖସିଯାଉଥିଲା ସୁଶାନ୍ତ ।ସ୍କଟଲାଣ୍ଡପୁର ଜଙ୍ଗଲରେ ସୁଶାନ୍ତ ଥିବାନେଇ ଗୋଇନ୍ଦା ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ତାକୁ ଧରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ଖସି ପଳାଉଥିବାବେଳେ ପୋଲିସ ତା’ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    3.3kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    25 °
    Wed
    25 °

    ସମ୍ବନ୍ଧିତ