Friday, May 9, 2025
38.3 C
Odisha

    ସମୁଦ୍ର କୂଳରେ ଭାସି ଆସି ଲାଗିଲା ୨ କଣ୍ଟେନର, ସ୍ଥାନୀୟଲୋକେ ବୋହି ନେଇଗଲେ ବିଭିନ୍ନ ସାମଗ୍ରୀ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଦୁଇଟି ବଡ଼ କଣ୍ଟେନର ସମୁଦ୍ରରେ ଭାସି ଆସି ଲାଗିଛି । କଣ୍ଟେନର ଭିତରେ ବିଭିନ୍ନ ସାମଗ୍ରୀ ଯଥା- ସୋରିଷ ତେଲ, ବିସ୍କୁଟ, କୁରୁକୁରେ, ପ୍ୟାଣ୍ଟ ସାର୍ଟ କପଡ଼ା ଇତ୍ୟାଦି ସାମଗ୍ରୀ ଭର୍ତ୍ତି ହୋଇଥିବା ଜଣାପଡିଛ। ସ୍ଥାନୀୟ ଲୋକମାନେ ଖବର ପାଇ ସେଗୁଡିକ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି । କଣ୍ଟେନରଟି କେଉଁଠି ଓ କିପରି ଆସିଲା ତାହା ଜଣା ପଡିନାହିଁ । ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ନାହିଁ। ପ୍ରଶାସନ ପହଞ୍ଚିଲା ପରେ ଏ କଣ୍ଟେନରଟି କେଉଁ କମ୍ପାନୀର। କେଉଁଠାକୁ ଯାଉଥିଲା ଏବଂ ଏଠି କେମିତି ଲାଗିଲା ତାହା ଜଣାପଡିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ