Sunday, May 18, 2025
24.7 C
Odisha

ସମ୍ବିଧାନର ସୁରକ୍ଷା ଆମର ଦାୟିତ୍ବ: ରାମଚନ୍ଦ୍ର କାଡ଼ାମ

ଆଗକୁ ପଢନ୍ତୁ

ଭୁବନେଶ୍ବର: କଂଗ୍ରେସ ଭବନରେ  ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଜାତୀୟ ପତକା ଉତ୍ତୋଳନ କରିଥିଲେ। ସେ ସମ୍ବିଧାନକୁ ନେଇ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି।

ଆରଏସଏସ ମୁଖ୍ୟ କହୁଛନ୍ତି ରାମ ମନ୍ଦିର ହେଲା ପରେ ଭାରତ ସ୍ୱାଧୀନ ହୋଇଛି। କିନ୍ତୁ ଏବେ ସମ୍ବିଧାନ ବିପଦରେ ଅଛି । ସମସ୍ତେ ଏକ ହୋଇ ଲଢ଼ିବାର ଆବଶ୍ୟକତା ରହିଛି।

କାରଣ ସମ୍ବିଧାନ ଆମକୁ ଅନେକ ସୁବିଧା ଓ ସୁଯୋଗ ଦେଇଛି। ତାହାର ସୁରକ୍ଷା ଆମର ଦାୟିତ୍ବ ବୋଲି ରାମଚନ୍ଦ୍ର କାଡ଼ାମ କହିଛନ୍ତି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.7 ° C
24.7 °
24.7 °
93 %
1.5kmh
99 %
Sun
38 °
Mon
39 °
Tue
40 °
Wed
39 °
Thu
37 °

ସମ୍ବନ୍ଧିତ