Monday, April 27, 2026
35.5 C
Odisha

    ସମ୍ବିଧାନର ସୁରକ୍ଷା ଆମର ଦାୟିତ୍ବ: ରାମଚନ୍ଦ୍ର କାଡ଼ାମ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଂଗ୍ରେସ ଭବନରେ  ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଜାତୀୟ ପତକା ଉତ୍ତୋଳନ କରିଥିଲେ। ସେ ସମ୍ବିଧାନକୁ ନେଇ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି।

    ଆରଏସଏସ ମୁଖ୍ୟ କହୁଛନ୍ତି ରାମ ମନ୍ଦିର ହେଲା ପରେ ଭାରତ ସ୍ୱାଧୀନ ହୋଇଛି। କିନ୍ତୁ ଏବେ ସମ୍ବିଧାନ ବିପଦରେ ଅଛି । ସମସ୍ତେ ଏକ ହୋଇ ଲଢ଼ିବାର ଆବଶ୍ୟକତା ରହିଛି।

    କାରଣ ସମ୍ବିଧାନ ଆମକୁ ଅନେକ ସୁବିଧା ଓ ସୁଯୋଗ ଦେଇଛି। ତାହାର ସୁରକ୍ଷା ଆମର ଦାୟିତ୍ବ ବୋଲି ରାମଚନ୍ଦ୍ର କାଡ଼ାମ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.5 ° C
    35.5 °
    35.5 °
    22 %
    2.7kmh
    35 %
    Mon
    38 °
    Tue
    41 °
    Wed
    44 °
    Thu
    43 °
    Fri
    42 °

    ସମ୍ବନ୍ଧିତ