Wednesday, October 23, 2024
21.7 C
Odisha

    ସାଙ୍ଗର ଯୌନାଙ୍ଗ କାଟି ହାତରେ ଧରାଇ ଦେଇଥିଲା ସାଙ୍ଗ

    ଆଗକୁ ପଢନ୍ତୁ

    ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କାଦୁଆ ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମରେ, ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଚିତ୍ତରଞ୍ଜନର ଯୌନାଙ୍ଗ କିଏ କାଟିଲା ଆଉ ତାଙ୍କୁ କିଏ ହତ୍ୟା କଲା? ଏହାର କିଛି ସୁରାଗ ନଥିଲା । ଚିତ୍ତରଞ୍ଜନଙ୍କୁ ହତ୍ୟା କରି, ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିଲା । ଏମିତିକି ଚିତ୍ତରଞ୍ଜନର ଯୌନାଙ୍ଗକୁ କାଟି, ହାତରେ ଧରାଇ ଦେଇଥିଲେ ।

    ଏହି ଘଟଣାରେ ପୋଲିସ ତନତନ କରି ଯାଞ୍ଚ କରିବା ପରେ, ହତ୍ୟାକାରୀ ଧରା ପଡିଲା । ଏହି ବ୍ୟକ୍ତି ଚିତ୍ତରଞ୍ଜନଙ୍କ ଯୌନାଙ୍ଗକୁ କାଟି ହାତରେ ଧରେଇ ଦେଇଥିଲା, ଆଉ ହତ୍ୟା କରିଥିଲା । ଏବେ ପୋଲିସ ହାତରେ ବନ୍ଧା ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କାଦୁଆ ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମରେ, ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଗନ୍ଧର୍ବ ସାହୁ, ଚିତ୍ତରଞ୍ଜନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ଚିତ୍ତରଞ୍ଜନ ଓ ଗନ୍ଧର୍ବ ଉଭୟ ଘନିଷ୍ଠ ବନ୍ଧୁ ଥିଲେ, ଅଭିଯୁକ୍ତ ଗନ୍ଧର୍ବ ଭୁବନେଶ୍ୱରରେ କାମ କରୁଥିଲେ । ଅନେକ ସମୟରେ ମୃତ ଚିତ୍ତରଞ୍ଜନ, ଗନ୍ଧର୍ବ ଘରକୁ ଯିବା ଆସିବା କରୁଥିଲେ । ମୃତ ଚିତ୍ତରଞ୍ଜନ, ଅଭିଯୁକ୍ତ ଗନ୍ଧର୍ବର ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖୁଥିଲେ । ଏମିତିକି ମୃତ ଚିତ୍ତରଞ୍ଜନ, ଅଭିଯୁକ୍ତ ଗନ୍ଧର୍ବ ସ୍ତ୍ରୀଙ୍କ ସହ, ଅନୈତିକ ସମ୍ପକ ରଖିବାକୁ ବାଧ୍ୟ କରୁଥିଲେ । ସେଥିପାଇଁ ଗନ୍ଧର୍ବ ରାଗିଯାଇ, ଆଉ ମଦ ପିଆଇ, ଚିତ୍ତରଞ୍ଜନଙ୍କୁ ହତ୍ୟା କରିବା ସହ, ଚିତ୍ତରଞ୍ଜନଙ୍କ ଯୌନାଙ୍ଗକୁ କାଟିଦେଲେ । ଏବେ ପୋଲିସ ହାତରେ ବନ୍ଧା ହୋଇ କୋର୍ଟ ଚାଲାଣ ହୋଇଛି ଅଭିଯୁକ୍ତ ଗନ୍ଧର୍ବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ