Saturday, May 10, 2025
26.2 C
Odisha

    ହେଲିକପ୍ଟର୍ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନ୍ୟୁୟର୍କ : ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ହେଲିକପ୍ଟରଟି ନଦୀକୁ ଖସିପଡିଛି । ଦୁର୍ଘଟଣା ପରେ ମୃତକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ନଦୀ ଭିତରେ ସନ୍ଧାନ କରୁଛି ।

    ସୂଚନା ଅନୁସାରେ ନ୍ୟୁୟର୍କ ସହରର ହଡସନ ନଦୀରେ ଏକ ପଯ୍ୟଟକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟକୁ ମିଶାଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ବାପା, ମା ଏବଂ ୩ ପିଲା ଥିବାବେଳେ ହେଲିକପ୍ଟରର ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.2 ° C
    26.2 °
    26.2 °
    44 %
    1.5kmh
    19 %
    Sat
    40 °
    Sun
    42 °
    Mon
    42 °
    Tue
    42 °
    Wed
    41 °

    ସମ୍ବନ୍ଧିତ